ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ଭୁବନେଶ୍ବର। ପ୍ରାକୃତିକ ନାଳର ଅବରୋଧ ସହ ବେଆଇନ ନିର୍ମାଣ ଏହାର ପ୍ରମୁଖ କାରଣ। ଏହାସହ ସହରର ବର୍ଜ୍ୟଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ଗଙ୍ଗୁଆ ନାଳ ମଧ୍ୟ ବର୍ଷ ବର୍ଷ ଧରି ଖୋଳା ଯାଇ ନଥିବାରୁ ଭୁବନେଶ୍ବର ଜଳବନ୍ଦୀ ହେବାର ଏହା ମଧ୍ୟ ଅନ୍ୟତମ କାରଣ ହେଉଛି। ଏହାକୁ ଆଖି ଆଗରେ ରଖି ଗତ ଏପ୍ରିଲ ୨୬ … Continue reading ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ